Home Oriya Odia Dictionary

Download Oriya Odia Dictionary APP

Boil Oriya Odia Meaning

ଆଉଟିବା, ଉତୁରିବା, ଗରମକରିବା, ଫୁଟିବା

Definition

ନିଆଁରେ ଗରମ କରିବା ସମୟରେ ତରଳ ପଦାର୍ଥ ଫେଣ ସହିତ ଉପରକୁ ଉଠିବା
ଉତ୍ତେଜନାରେ ଭରିଯିବା
କ୍ରୋଧରେ ଭରିଯିବା
ଶରୀରର କୌଣସିଠାରେ ବିଷ ଏକତ୍ର ହୋଇ ଉତ୍ପନ୍ନ ହେଉଥିବା ଯେଉଁ ଫୁଲାରେ ରକ୍ତ ପଚି ପୂଜ ହୋଇଯାଏ
ଉତ୍ତାପ

Example

ଚୁଲି ଉପରେଥିବା ପାଣି ଫୁଟୁଛି
ସେ ରାମୁର କଥାଶୁଣି ଉତ୍ତେଜିତ ହୋଇଗଲେ
ନିଜର ବଦନାମ ଶୁଣି ସେ ରାଗି ଗଲା
ସେ ପ୍ରତିଦିନ ବ୍ରଣ ଉପରେ ପଟି ଲଗାଏ
ଦୁଧ ଗରମ ହେଲେ