Home Oriya Odia Dictionary

Download Oriya Odia Dictionary APP

Bolivian Oriya Odia Meaning

ବଲିଭିଆଇ, ବଲିଭିଆନ୍

Definition

ମଧ୍ୟ ଦକ୍ଷିଣ ଆମେରିକାର ଏକ ଦେଶ
ବଲିଭିଆର ନିବାସୀ
ବଲିଭିଆ ସହିତ ସମ୍ବନ୍ଧିତ ବା ବଲିଭିଆର

Example

ଅଠରଶହ ପଚିଶ ମସିହାରେ ସ୍ପେନଠାରୁ ସ୍ୱାଧୀନତା ପାଇବାପରେ ସାଇମନ ବୋଲିୱର ବଲିଭିଆର ଶାସନଭାର ହାତକୁ ନେଲେ
ସେହି ବଲିଭିଆବାସୀ ତ ଲାଇବ୍ରେରୀରେ ବସି ପଢ଼ୁଥିଲା
ସେ ନିଜର ବଲିଭିଆନ୍ ଅତିଥିଙ୍କୁ ନେବାପାଇଁ ବିମାନଘାଟିକୁ ଯାଇଛନ୍ତି