Home Oriya Odia Dictionary

Download Oriya Odia Dictionary APP

Bondage Oriya Odia Meaning

ଗୋଲାମି, ଦାସତା, ଦାସତ୍ବ, ଦାସ୍ୟ, ଦାସ୍ୟତା

Definition

ଭକ୍ତିର ନଅ ଭେଦ ମଧ୍ୟରୁ ଗୋଟିଏ, ଯେଉଁଥିରେ ଉପାସକ ନିଜର ଉପାସ୍ୟ ଦେବତାଙ୍କୁ ସ୍ୱାମୀ ଏବଂ ନିଜକୁ ଦାସ ବୋଲି ବିଚାର କରନ୍ତି
ପରାଧୀନ ହେବାର ଅବସ୍ଥା ବା ଭାବ
ଦାସ ହେବାର ଅବସ୍ଥା ବା

Example

ଭକ୍ତ ରଇଦାସ ଭଗବାନଙ୍କୁ ଦାସ୍ୟ ଭାବରେ ପୂଜୁଥିଲେ
ପରାଧୀନତାର ବେଡ଼ିରେ ବନ୍ଦୀ ଭାରତ ୧୯୪୭ରେ ସ୍ୱାଧୀନ ହେଲା
ଇଂରେଜମାନେ ଭାରତବାସୀଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଦାସତ୍ୱ ଜଞ୍ଜିରରେ ବାନ୍ଧି ରଖିଥିଲେ