Home Oriya Odia Dictionary

Download Oriya Odia Dictionary APP

Bone Oriya Odia Meaning

ଅସ୍ଥି, ହାଡ

Definition

ମନୁଷ୍ୟ, ପଶୁଆଦିଙ୍କ ଶରୀର ଭିତରେ ଥିବା ସେହି କଠିନ ଧଳା ବସ୍ତୁ ଯାହାକି ଭିତର ଢାଞ୍ଚାର ଅଙ୍ଗ ରୂପୀ ହୋଇଥାଏ

Example

ଶ୍ୟାମର ଡାହାଣ ଗୋଡ଼ର ହାଡ଼ ଭାଙ୍ଗିଯାଇଛି