Home Oriya Odia Dictionary

Download Oriya Odia Dictionary APP

Bonus Oriya Odia Meaning

ଅଧିଲାଭ, ଇନସେଣ୍ଟିଭ, ବୋନସ

Definition

କୌଣସି ପ୍ରଭାବଶାଳି ବ୍ୟକ୍ତିକୁ ଲକ୍ଷକରି କହିବା କିମ୍ବା କରିବାପାଇଁ ହେଉଥିବା ସଂକେତ
ଲାଭର ଏହି ଅଂଶ ଯାହା ନିୟୋଜକ କର୍ମଚାରୀମାନଙ୍କ ମଧ୍ୟରେ ବଣ୍ଟାଯାଇଥାଏ
ଏହି ଧନ ଯହା କୌଣସି କର୍ମଚାରୀଙ୍କ ପାରିଶ୍ରମିକ ବା ବେତନ ବାଦ ଦିଆଯାଇଥାଏ

Example

ମୋତେ ଚିତ୍ରକଳାର ପ୍ରେରଣା ମାଆଙ୍କଠାରୁ ମିଳିଛି
ଏ ବର୍ଷ ହାରାହାରି ଦଶ ହଜାର ଟଙ୍କା ବୋନସ ମିଳିଛି
ଦୀପାବଳୀରେ ସବୁ ସେବକ ନିଜ ମାଲିକଙ୍କଠାରୁ ବୋନସ୍‌ ଆଶା କରନ୍ତି