Home Oriya Odia Dictionary

Download Oriya Odia Dictionary APP

Book Oriya Odia Meaning

ଆରକ୍ଷିତ କରିବା, କାହାଣୀ, କୋରାନ, ପଟକଥା, ପୁସ୍ତକ, ବହି, ବାଇବେଲ୍‌, ସଂରକ୍ଷଣ କରିବା

Definition

ଯେଉଁ ଖବର ଶୁଭ ବା ଭଲ
ଅନ୍ୟ କାହାରି ଗାଡ଼ି, ଜିନିଷ, ଘରଆଦିର ବ୍ୟବହାର କରିବା ନିମନ୍ତେ ତାଙ୍କୁ ଭଡ଼ାରୂପରେ କିଛି ଅର୍ଥ ଦେବା
ଖ୍ରୀଷ୍ଟିୟାନମାନଙ୍କର ଗୋଟିଏ ମୁଖ୍ୟ ଓ ପ୍ରସିଦ୍ଧ ଧର୍

Example

ତାଙ୍କୁ ପୁତ୍ରପ୍ରାପ୍ତିର ସୁସମାଚାର ମିଳିଲା
ସେ ମୁମ୍ବାଈରେ ଗୋଟିଏ ଘର ଭଡ଼ାରେ ନେଇଛି
ଜନ୍‌ ପ୍ରତିଦିନ ବାଇବେଲ୍‌ ପଢ଼େ
ଭଲ ବହି ପଢ଼ିଲେ ଜ୍ଞାନ ବଢ଼େ
ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
ମୂଳ କୋରାନ୍‌ ଆରବୀ ଭ