Home Oriya Odia Dictionary

Download Oriya Odia Dictionary APP

Bookstore Oriya Odia Meaning

ପୁସ୍ତକ ଦୋକାନ, ପୁସ୍ତକାଳୟ, ବହି ଦୋକାନ

Definition

ସର୍ବସାଧାରଣଙ୍କ ପଢ଼ିବା ଏବଂ ସନ୍ଦର୍ଭପାଇଁ ରଖାଯାଇଥିବା ପୁସ୍ତକ ଭବନ ବା ଘର
ଯେଉଁ ସ୍ଥାନରେ ପୁସ୍ତକ ବିକ୍ରି ହୁଏ
ସାହିତ୍ୟିକ ଦସ୍ତାବିଜ,ପୁସ୍ତକ ଆଦିର ସଂଗ୍ରହ ଯାହା ସଂଦର୍ଭ ବା ଦେଖିବା-ପଢ଼ିବାପାଇଁ ରଖାଯାଇଛି

Example

ଏହି ପୁସ୍ତକାଳୟରେ ସବୁ ବିଷୟ ସମ୍ବନ୍ଧିତ ପୁସ୍ତକ ରହିଛି
ଆମ ବିଦ୍ୟାଳୟ ପାଖରେ ଏକ ବହୁତ ବଡ଼ ବହି ଦୋକାନ ଅଛି
ସେ ସନ୍ଦର୍ଭପାଇଁ ପୁସ୍ତକ ସଂଗ୍ରହରୁ ଗୋଟିଏ ପୁରାତନ