Home Oriya Odia Dictionary

Download Oriya Odia Dictionary APP

Boost Oriya Odia Meaning

ତୀବ୍ର କରିବା, ପ୍ରୋତ୍ସାହନ, ବଢାଇବା, ସାହସ

Definition

ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
କିଛି କରିବାପାଇଁ କାହାରି ଉତ୍ସାହ ବଢ଼ାଇବାର ପ୍ରକ୍ରିୟା
ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ

Example

ସଚିନ ଉତ୍ସାହ ସହିତ ବଲ୍‌ ମାରୁଛନ୍ତି
ସେ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ
ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା