Home Oriya Odia Dictionary

Download Oriya Odia Dictionary APP

Bore Oriya Odia Meaning

ଛେଦ କରିବା, ଛେଦିବା, ଭେଦ କରିବା

Definition

କୌଣସି ଜିନିଷ ମଝିରେ ଥିବା ଖାଲି ଯାଗା
ବଥ ଆଦିର ଯେଉଁ ଭାଗରୁ ପୂଯ ଆଦି ବାହାରେ
ବଢ଼େଇର କାମ
ଗୋଟିଏ ପ୍ରକାର ସିଲାଇ ଯନ୍ତ୍ର

Example

ଜଳା ବାଟ ଦେଇ ସାପଟି ଘରେ ପ୍ରବେଶ କଲା
ଏହି ବଥର ବହୁ ମୁଁହ ହୋଇଛି
ମହେଶ ସହରରେ ବଢ଼େଇକାମ କରି ଭଲ ପଇସା ରୋଜଗାର କରୁଛି
ଜୋତା,ଚପଲ ଆଦି ସିଲେଇପାଇଁ ଫୋଡ଼ଣୀ କାମରେ ଆସେ