Home Oriya Odia Dictionary

Download Oriya Odia Dictionary APP

Borrow Oriya Odia Meaning

ଉଧାର ନେବା, ଧାର ନେବା

Definition

କାହାଠାରୁ ବା କେଉଁଠାରୁ ସୁଧ ସହିତ ବା ବିନା ସୁଧ ସହିତ ଫେରସ୍ତ କରିବାର ଚୁକ୍ତି ସହିତ ନିଆଯାଇଥିବା ଧନ
କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ

Example

ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
ସେ ଦୋକାନରୁ ଶହେ ଟଙ୍କାର ବାକିରେ ଜିନିଷ ନେଲା
ସେ ଘର ତିଆରି କରିବା ପାଇଁ ବ୍ୟାଙ୍କରୁ ଋଣ ନେଲା
ମୁଁ ଏକ ସପ୍ତାହପାଇଁ ତା ବହି