Home Oriya Odia Dictionary

Download Oriya Odia Dictionary APP

Bounded Oriya Odia Meaning

ପରିସୀମିତ, ସସୀମ, ସୀମିତ

Definition

ଯାହାଙ୍କର ସୀମା ନିର୍ଦ୍ଧାରିତ କରିଦିଆଯାଇଛି ବା ଅଙ୍କିତ କରିଦିଆଯାଇଛି
ଯାହାର ସୀମା ବନ୍ଧା ଯାଇଛି
ଯାହା ଘେରା ଯାଇଛି
ଉଚିତ ସୀମାର ଅନ୍ତର୍ଭୁକ୍ତ

Example

ଏହି ସୀମାଙ୍କିତ କ୍ଷେତ୍ରର ଭିତରେ ପ୍ରବେଶ ନିଷିଦ୍ଧ
ଭାରତର ପ୍ରତ୍ୟେକ ପ୍ରାନ୍ତ ସସୀମ
ମୋ ଗାଁ ଚାରିପାଖ ଗଛପତ୍ରରେ ଘେରା
ଆର୍ଥିକ ସଙ୍କଟକୁ ସୀମିତ ବ୍ୟୟରେ ଦୂର କରାଯାଇପାରିବ