Home Oriya Odia Dictionary

Download Oriya Odia Dictionary APP

Bounds Oriya Odia Meaning

ସରହଦ, ସୀମା, ସୀମାରେଖା

Definition

କୌଣସି ବସ୍ତୁଆଦିର ଆଗରେ ବାହାରିଥିବା ପତଳା ଅଂଶ
କୌଣସି ବସ୍ତୁର ସେହି ଭାଗ ଯେଉଁଠାରେ ତାହାର ଲମ୍ବ ବା ଓସାର ସମାପ୍ତ ହୋଇଥାଏ
ଯେଉଁ ସ୍ଥାନରେ ସୀମାର ଶେଷ କିମ୍ବା ଅନ୍ତ ହୋଇଥାଏ
ସମାପ୍ତ ହେବା

Example

ଦୁର୍ଯୋଧନ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ବିନା ଯୁଦ୍ଧରେ ସେ ଛୁଞ୍ଚିର ଅଗ ପରିମାଣ ଜମି ମଧ୍ୟ ପାଣ୍ଡବମାନଙ୍କୁ ଦେବେନାହିଁ
ଏ ଥାଳିର ଫନ୍ଦ ବହୁତ ପତଳା
ମୋ ଗାଁର ସୀମାନ୍ତ ହେଉଛି ଏହି ନାଳ
ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ