Home Oriya Odia Dictionary

Download Oriya Odia Dictionary APP

Bowling Oriya Odia Meaning

ବୋଲିଙ୍ଗ

Definition

ଯେଉଁ ଖେଳରେ ଗୋଟିଏ ବଲକୁ ହାତରେ ଧରି କିଛି ଦୂରରେ ରଖାଯାଇଥିବା ବସ୍ତୁ ମାନଙ୍କ ଉପରକୁ ଲକ୍ଷ୍ୟ କରାଯାଏ
ବଲ୍ ଫିଙ୍ଗିବାର କାର୍ଯ୍ୟ
କ୍ରିକେଟ୍ ଆଦି ଖେଳରେ ଖେଳିବା ସମୟରେ ବଲ୍‌ ପକାଇବା ଏବଂ ରନ୍ ବଞ୍ଚାଇବା ସମ୍ବନ୍ଧୀୟ

Example

ଆସ ଆମେ ସମସ୍ତେ ବୋଲିଙ୍ଗ କରିବା
ତାଙ୍କର ବୋଲିଙ୍ଗ୍ ଆଗରେ କେହି ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରିବେ ନାହିଁ
ଆଜିର ମ୍ୟାଚରେ ଭାରତ ପ୍ରଥମେ ଫିଲଡିଙ୍ଗ୍‌ କରିବ