Home Oriya Odia Dictionary

Download Oriya Odia Dictionary APP

Bowstring Oriya Odia Meaning

ଗୁଣ, ଧନୁଗୁଣ

Definition

ମୟୂର ପୁଚ୍ଛରେ ଥିବା ଆଖି ଭଳି ଚିହ୍ନ
ମୟୂରର ପୁଚ୍ଛ
ଧନୁର ଯେଉଁ ଡୋରି ସହାୟତାରେ ବାଣ ଛଡ଼ାଯାଏ
ଜୀବନର ନିର୍ବାହ
ବେସନ, ଅଟାଆଦିକୁ ଗୋଳାଇ ଦୋସା ଅବା ଆମଲେଟ ପରି ତାୱାରେ ଢାଳି ପ୍ରସ୍ତୁତ କରାଯାଉଥିବା ଏକ ପ୍ରକାର ଜଳଖିଆ
ପଗଡ଼ିର ଧାର ଯେଉଁଥିରେ କମକୁଟ କରାଯାଇଥାଏ
ବିଶେଷ

Example

ଏହି ପଙ୍ଖା ମୟୂର ପୁଚ୍ଛରେ ତିଆରି
ସେ ଧନୁରେ ଗୁଣ ଲଗାଉଅଛି
ଚାଷ ତାହାର ଜୀବିକାର ସାଧନ
ମୋତେ ସରୁଚକୁଳି ବହୁତ ପସନ୍ଦ
ନବଯୁବକମାନଙ୍କ ପଗଡ଼ିର ଧାର ବହୁତ ସୁନ୍ଦର ଦିଶୁଥିଲା
ଜୀବନ୍ତୀର ବ୍ୟବହାର ଔଷଧ ରୂପରେ ବି କରାଯାଏ
ଘୋଡାବଚର ଚେରକୁ କାଶ, ମୂତ୍ରରୋଗ,ମା