Home Oriya Odia Dictionary

Download Oriya Odia Dictionary APP

Brace Oriya Odia Meaning

କୋଟିଳ ବନ୍ଧନୀ, ଜଗେଇବା, ଜାଗୃତ କରିବା, ଜୋଡା, ଜୋଡି, ଯୁଗଳ, ଯୁଗ୍ମ, ଯୋଡା, ସାଧନ କରିବା, ହଳ

Definition

ଏକ ରୁ ଅଧିକ ସଂଖ୍ୟାକୁ ମିଶାଇବା କ୍ରିୟା
ଏକ ପ୍ରକାରର ବନ୍ଧନୀ ଚିହ୍ନ ଯାହା ଆବଶ୍ୟକ ପଡ଼ିଲେ ଛୋଟବନ୍ଧୀନର ବାହାରେ ଲଗାଯାଏ
ଦୁଇ ବା ଅଧିକ ସଂଖ୍ୟାକୁ ଯୋଡ଼ିଲେ ମିଳୁଥିବା ସଂଖ୍ୟା
ପୁରାଣାନୁସାରେ କାଳର ଚାରି

Example

ସବୁ ସଂଖ୍ୟାର ମିଶାଣ ଫଳ କେତେ ?
ବନ୍ଧନୀଚିହ୍ନ ପ୍ରଶ୍ନରେ କୂଟିଳ ବନ୍ଧନୀ ହଟାଇଲା ପରେ ଚନ୍ଦ୍ରବନ୍ଧନୀ ଉଠାଯାଏ
ଏସବୁ ସଂଖ୍ୟାଗୁଡ଼ିକର ଯୋଗଫଳ କୋଡ଼ିଏ ହେଲା
ଭଗବାନ ରାମଙ୍କ ଜନ୍ମ ତ୍ରେତୟା ଯୁଗରେ ହୋଇଥିଲା
ଯାଆଁଳା ପିଲାଙ୍କୁ