Home Oriya Odia Dictionary

Download Oriya Odia Dictionary APP

Brahmi Oriya Odia Meaning

ବ୍ରାହ୍ମୀଲିପି

Definition

ଭାରତରେ ସେହି ପ୍ରାଚୀନ ଲିପି ଯେଉଁଥିରୁ ନାଗରୀଆଦି ଆଧୁନିକ ଲିପି ବାହାରିଛି
ବିଦ୍ୟା ଓ ବାଣୀର ଅଧିଷ୍ଠାତ୍ରୀ ଦେବୀ
ଯେଉଁ ଦେବୀ ଅନେକ ଅସୁରଙ୍କୁ ବଧ କରିଥିଲେ ଏବଂ ଯାହାଙ୍କୁ ଆଦିଶକ୍ତି ବୋଲି ବିଚାର କରାଯାଏ
ମାଂସଳ ଚିକ୍କଣ୍‌ ପତ୍ରଯୁକ୍ତ ଏକ ଗୁଳ୍ମ ଯାହ

Example

ବ୍ରାହ୍ମୀଲିପି ବାମରୁ ଡାହାଣକୁ ଲେଖାଯାଇଥାଏ
ହଂସ ସରସ୍ୱତୀଙ୍କ ବାହାନ
ଦଶହରାରେ ଲୋକମାନେ ସ୍ଥାନେସ୍ଥାନେ ଦୁର୍ଗାଙ୍କ ପ୍ରତିମା ସ୍ଥାପନ କରନ୍ତି
ହରିଦ୍ୱାର ଆଖପାଖ ଗଙ୍ଗାକୂଳରେ ଶୁଦ୍ଧ ବ୍ରାହ୍ମୀ ବହୁପରିମାଣରେ ମିଳେ
ବ୍ରାହ୍ମୀଙ୍କ ବର୍ଣ୍ଣନା ବେଦରେ ମଧ୍ୟ ମିଳେ