Brandish Oriya Odia Meaning
ଚଲାଇବା , ବୁଲାଇବା
Definition
ତନ୍ତୁ, ତାରଆଦିକୁ ଏକାଠି କରି ଯେପରି ମୋଡ଼ିଲେ ତାହା ମିଶି ରସିଆଦି ରୂପରେ ଏକାଠି ହୋଇଯାଏ
ଘୁରାଇବା ବା ମୋଡ଼ିବା
ଜୋରରେ କହି ଡରାଇବା
ଚାରିଆଡ଼େ ବୁଲାଇବା
ଗୋଟିଏ ପାଖରୁ ଅନ୍ୟ ପାଖକୁ ସ୍ପର୍ଶକରି ନେଇଯିବା
ଜଣଜଣ କରି ସମସ୍ତଙ୍କ ସାମନାରେ ଉପସ୍ଥିତ କରିବା
ଦିଗ ପରିବର
Example
ଜେଜେ ଚଉତରା ଉପରେ ବସି ରସି ବୋଳୁଛନ୍ତି
ଭୁଲ୍ କରିବା ଯୋଗୁଁ ଗୁରୁଜୀ ନୀରଜର କାନ ମୋଡ଼ିଲେ
ସେ ଜଣେ ଭୋଳାଲୋକକୁ ଧମକାଉଥିଲା
ବ୍ୟାଙ୍କର ବାବୁ ଋଣ ମଞ୍ଜୁର କରିବାପାଇଁ ବହୁତ ଦଉଡ଼ାଇଲେ
ମାଆ ତା ପିଲାର ପିଠିରେ ହାତ ବୁଲାଉଛି
ରାମୁ ସଭାରେ ପାନ ବୁଲାଉଥିଲା
ରାସ୍ତା
Reptilian in Oriya OdiaGraze in Oriya OdiaAdvertising in Oriya OdiaPrototype in Oriya OdiaGive Tongue To in Oriya OdiaJoin in Oriya OdiaTake In in Oriya OdiaMetre in Oriya OdiaBuy The Farm in Oriya OdiaHence in Oriya OdiaTwo-handed in Oriya OdiaShower in Oriya OdiaRainy in Oriya OdiaBawd in Oriya OdiaHind in Oriya OdiaLicense in Oriya OdiaToothpick in Oriya OdiaIll-bred in Oriya OdiaBantam in Oriya OdiaBuilt-in in Oriya Odia