Home Oriya Odia Dictionary

Download Oriya Odia Dictionary APP

Brawl Oriya Odia Meaning

ଅତ୍ୟାଚାର, ଉତ୍ପାତ, ଉତ୍ପୀଡନ, ଉପଦ୍ରବ, ଦଙ୍ଗା

Definition

ଅନ୍ୟସହିତ ବଳପୂର୍ବକ କରାଯାଉଥିବା ଅନୁଚିତ କିମ୍ବା କଷ୍ଟଦାୟକ ବ୍ୟବହାର
ଶତ୍ରୁତା ଯୋଗୁଁ ଦୁଇ ଦଳ ମଧ୍ୟରେ ହତିଆର ସାହାଯ୍ୟରେ କରାଯାଉଥିବା ଲଢ଼େଇ
ଏଭଳି ଆକସ୍ମିକ କଥା ବା ଘଟଣା ଯେଉଁଥିରେ କଷ୍ଟ

Example

ଭାରତୀୟମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ
ଅଧ୍ୟାପକ ମହୋଦୟ ଶ୍ରେଣୀ କକ୍ଷରୁ ବାହାରକୁ ବାହାରିଲା ମାତ୍ରେ ଛାତ୍ରମାନେ ପାଟିତୁଣ୍ଡ ଆରମ୍ଭ କରିଦେଲେ / କୋଳାହଳ ଶୁଣିଲା ମାତ୍ରେ ମା’ କୋଠରୀ ଆଡକୁ ଦୌ