Home Oriya Odia Dictionary

Download Oriya Odia Dictionary APP

Breeding Oriya Odia Meaning

ପ୍ରଜଜନ, ଭଦ୍ରତା, ସଜ୍ଜନତା, ସୌହାର୍ଦ୍ଦ୍ୟତା

Definition

ବନ୍ଧୁ ବା ମିତ୍ରମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ
ସୁହୃଦ ହେବା ଭାବ
ସଜ୍ଜନ ହେବା ଭାବ
ଉତ୍ତମତା ଭାବ ଥିବା ବ୍ୟବହାର
ଦ୍ୱେଷ ବା ବୈର ନହେବାର ଅବସ୍ଥା ବା ଭାବ

Example

ସୌହାର୍ଦ୍ଦ୍ୟଦ୍ୱାରା ହିଁ ସମାଜରେ ଶାନ୍ତି ସ୍ଥାପିତ କରାଯାଇପାରିବ
ସଜ୍ଜନତା ଏକ ବିଶେଷ ଗୁଣ
ଯେଉଁ ସମାଜରେ ଦ୍ୱେଷହୀନତା ଅଛି, ତାହା ବିକାଶ ପଥରେ ଅଗ୍ରସର ହୋଇଥାଏ
ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା