Home Oriya Odia Dictionary

Download Oriya Odia Dictionary APP

Breeze Oriya Odia Meaning

ସହଜ କାମ, ସହଜ କାର୍ଯ୍ୟ

Definition

ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ

Example

ଖେଳରେ ହାରିବା ଜିତିବା ଲାଗିରହିଥାଏ
ପିଲାମାନେ ପାଣିରେ ଖେଳୁଛନ୍ତି
ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ
ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି