Home Oriya Odia Dictionary

Download Oriya Odia Dictionary APP

Bring Up Oriya Odia Meaning

ଉଠେଇବା, ଉଲ୍ଲେଖ କରିବା, ଚର୍ଚ୍ଚା କରିବା, ପାଳନ କରିବା, ପାଳନ ପୋଷଣ କରିବା, ପାଳିବା, ପୋଷିବା, ପ୍ରସଙ୍ଗ କରିବା, ରଚନା କରିବା

Definition

ନେଇକି ଆସିବା
ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
ମୂଳ ସ୍ଥିତିକୁ ଆଣିବା ବା ପୂର୍ବରୁ ହେଲାଭଳି କରିବା
କୌଣସି ବସ୍ତୁ, ବ୍ୟକ୍ତି ଆଦିକୁ ଯେକୌଣସି ସ୍ଥାନରୁ ନେଇଆସିବାର କ୍ରିୟା

Example

ବାପା ଆମ୍ବ ଆଣିଲେ
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
ସରକାର ଏହି ଜଙ୍ଗଲକୁ ଏହାର ମୂଳ ଓ ଅପରିବର୍ତ୍ତିତ ଅବସ୍ଥାକୁ ଆଣିବେ
ବଜାରରୁ ଦୁଧ ଆଣିବାରେ ମୋର ଡେରିହୋଇଗଲା