Home Oriya Odia Dictionary

Download Oriya Odia Dictionary APP

Broad Oriya Odia Meaning

ଓସାରିଆ, ଚଉଡା, ପରିବ୍ୟାପକ, ପରିବ୍ୟାପ୍ତ, ବିସ୍ତୀର୍ଣ୍ଣ, ବିସ୍ତୃତ, ବ୍ୟାପକ, ସଂପ୍ରସାରିତ

Definition

କିଛି ନ ଲୁଚାଇ ବା ସ୍ପଷ୍ଟ ଭାବେ
ଯେ ନିଜ କ୍ଷେତ୍ରରେ ଏବଂ ତା’ର ଚତୁର୍ଦିଗରେ ବହୁଦୂର ପର୍ଯ୍ୟନ୍ତ ସଂପ୍ରସାରିତ
ଯାହ ପରିଷ୍କାର ଦେଖାଯାଏ
ଯାହାର ଓସାର ଅଛି
ଯେଉଁଥିରେ ବହୁତ ବିସ୍ତୃତି ଅଛି ବା ବିସ୍ତାର ହେଉଥିବା
ଯାହା ପୂରାପୂରି ବୁଝି ହୁଏ
ଯାହା ସାବଧାନ ଓ

Example

ମୁଁ ଯାହା କିଛି ବି କହିବି ସ୍ପଷ୍ଟ କରି କହିବି
ଜନମାନସରେ ତୁଳସୀଙ୍କ ରଚିତ ରାମ ଚରିତ ମାନସର ବ୍ୟାପକ ପ୍ରଭାବ ପଡ଼ିଲା
ଶିକ୍ଷକ କଳାପଟା ଉପରେ ପାଚନ ତନ୍ତ୍ରର ସ୍ପଷ୍ଟ ଚିତ