Home Oriya Odia Dictionary

Download Oriya Odia Dictionary APP

Brow Oriya Odia Meaning

ଭୂରୁ, ଭ୍ରୂଲତା, ମଥା, ମସ୍ତକ, ମୁଣ୍ଡ

Definition

ମୁଣ୍ଡର ଉପର ଓ ସାମ୍ନା ଭାଗ
ବାଉଁଶ କିମ୍ବା ଲୁହା ଛଡ଼ଆଦିକୁ ବଙ୍କା କରି ତାହାର ଦୁଇଟି ଶୀର୍ଷ ମଝିରେ ଦଉଡ଼ି ବାନ୍ଧି ତିଆରି କରାଯାଇଥିବା ଶସ୍ତ୍ର ଯାହାଦ୍ୱାରା ତୀର ଚଳାଯାଏ
ପାହାଡ଼ର ଶୀର୍ଷ ଦେଶ
କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି

Example

ରାମର କପାଳ ତେଜରେ ଝଲକୁଛି
ଶିକାରୀ ଧନୁରେ ଲକ୍ଷ୍ୟ ସାଧିଲା ଏବଂ ବାଘକୁ ମାରିଦେଲା
ଭାରତୀୟ ପର୍ବତାରୋହଣକାରୀ ହିମାଳୟର ଶିଖରରେ ପହଁଞ୍ଚି ଜାତୀୟ ପତାକା ଉଡ଼ାଇଲେ
ଖରାରେ ତାର ଗାଲ ଲାଲ ହୋଇଯାଇଛି
କଥକଳୀ ନର୍ତ୍ତକ ଭ୍ରୂଲତା ନଚାଇ ନୃତ୍ୟ ମୁଦ୍ରାଗୁଡ଼ିକ