Home Oriya Odia Dictionary

Download Oriya Odia Dictionary APP

Browse Oriya Odia Meaning

ଚରିବା

Definition

ପକ୍ଷୀମାନେ ଥଣ୍ଟଦ୍ୱାରା ଦାନା ବା କଣିକା ଖାଇବା
ପଶୁମାନଙ୍କର ଚାରଣ, ଖେତଆଦିରେ ଉଠିଥିବା ଘାସଆଦିକୁ ଖାଇବା
କିଛି ବିଶେଷ ପ୍ରକାର ଗଛର ତରକାରୀ ଭଳି ଖାଇବା ଯୋଗ୍ୟ ପତ୍ର ଇତ୍ୟାଦି
ବିଶେଷ କରି

Example

ପାରା ଛାତଉପରେ ଦାନା ଖୁଣ୍ଟୁଛି
ଗାଈ ଖେତରେ ଚରୁଛି
ବଜାରରେ ମେଥି, ପାଳଙ୍ଗ, ମୂଳା, ସୋରିଷର ଶାଗ ମିଳେ
ନେଟ୍ ସର୍ଫିଙ୍ଗ୍ ରେ ପାଣ୍ଡିତ୍ୟ ବଢେ