Home Oriya Odia Dictionary

Download Oriya Odia Dictionary APP

Bruise Oriya Odia Meaning

ଅପ୍ରିୟ ଲାଗିବା, କଣ୍ଟା ଫୋଡିବା, କୁଟିବା, ଖଟକା ଲାଗିବା, ଖରାପ ଲାଗିବା, ଛେଚିବା

Definition

କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
ଯାହାକୁ ଆଘାତ ଲାଗିଛି
ଆଞ୍ଚୁଡ଼ି ହୋଇଯାଇଥିବା ଯୋଗୁଁ ଚିହ୍ନ
କୌଣସି ବସ୍ତୁସହିତ ମାଡ଼ହେବା, ପଡ଼ିବା, ଖସଡ଼ିପଡ଼ିବା ଆଦିଦ୍ୱାରା ଦେହରେ ହେଉଥିବା ଚ

Example

ସେ ଲାଠିରେ ମୋତେ ଆଘାତ କଲା
ରେଳ ଦୁର୍ଘଟନାରେ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଗନ୍ତବ୍ୟ ସ୍ଥାନକୁ ପଠାଇଦିଆଗଲା
ସେ ଆଞ୍ଚୁଡ଼ା ସ୍ଥାନରେ ମଲମ ଲଗାଉଛି
ମାଆ ଘାଆ ଉପରେ ମଲମ ଲଗ