Home Oriya Odia Dictionary

Download Oriya Odia Dictionary APP

Bud Oriya Odia Meaning

ଅଫୁଟା ଫୁଲ, କଢ, କଢି, କଳି, କଳିକା, କୋରକ, ପଲ୍ଲବିତହେବା, ମୁକୁଳ

Definition

ଯେ ଜନ୍ମ ନେଇଛି
ଗଛରେ ହେଉଥିବା ମାଂସାଳ ଓ ମଞ୍ଜି ଯୁକ୍ତ ବିଜକୋଷ ଯାହା କୌଣସି ବିଶିଷ୍ଟ ଋତୁରେ ଫୁଲ ଆସିବା ପରେ ଉତ୍ପନ୍ନ ହୋଇଥାଏ
ଫୁଟି ନଥିବା ଫୁଲ
ପଥରଚୂର୍ଣ୍ଣ ଯାହା କାନ୍ଥରେ ପୋତା ଯାଏ
ଗଛର ଯେଉଁ ଅଙ୍ଗ ଗୋଲ ବା ଲମ୍ବା ପାଖୁଡ଼ାରେ ତି

Example

ଜନ୍ମିତ ପ୍ରାଣୀର ମୃତ୍ୟୁ ନିଶ୍ଚିତ
ସେ ଫଳ ଦୋକାନରୁ ଏକ କିଲୋ ଆମ୍ବ କିଣିଲା
କଢ଼ି ତୋଳୁଥିବାରୁ ମାଳି ପିଲାକୁ ଗାଳି ଦେଉଥିଲା
ଦୀପାବଳି ଅବସରରେ ଶ୍ୟାମ କଲିଚୂନରେ ଘର ଲିପୁଛି
ବଗିଚାରେ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଫୁଟିଛି
ସେ ଏଭଳି ହାସ୍ୟୋକ୍ତି ଶୁଣାଇଲା ଯେ କାନ