Buddhism Oriya Odia Meaning
ବୌଦ୍ଧ ଧର୍ମ
Definition
ଯେଉଁ ବ୍ୟକ୍ତି ବୌଦ୍ଧ ଧର୍ମକୁ ମାନିଥାନ୍ତି
ଯେଊଁ ବ୍ୟକ୍ତି ଗୌତମ ବୁଦ୍ଧଙ୍କଦ୍ୱାରା ଚଳାଯାଇଥିବା ଧର୍ମର ଅନୁଗାମୀ
ଗୌତମ ବୁଦ୍ଧ ବା ତାଙ୍କଦ୍ୱାରା ପ୍ରଚଳିତ ଧର୍ମ ସହିତ ସମ୍ବନ୍ଧ ରଖିଥିବା
Example
ତ୍ରିପିଟକ ବୌଦ୍ଧଧର୍ମାବଲମ୍ବୀମାନଙ୍କର ଧର୍ମ ଗ୍ରନ୍ଥ
ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ନିମନ୍ତେ ଏହି ମଠ ତିଆରି ହୋଇଛି
ସେ ବୌଦ୍ଧ ଶାସ୍ତ୍ରର ଅଧ୍ୟୟନ କରୁଛି
ବୌଦ୍ଧ ଧର୍ମରେ ମୂର୍ତ୍ତିପୂଜାକୁ ନିଷେଧ କରାଯାଇଛି
Irrationality in Oriya OdiaHour in Oriya OdiaCheesed Off in Oriya OdiaNatural Object in Oriya OdiaEarth in Oriya OdiaFlowering in Oriya OdiaMagh in Oriya OdiaDebate in Oriya OdiaRole in Oriya OdiaInvolvement in Oriya OdiaUnconcealed in Oriya OdiaNovember in Oriya OdiaMorality in Oriya OdiaOther in Oriya OdiaConfirmation in Oriya OdiaOppress in Oriya OdiaProdigy in Oriya OdiaAnthropologist in Oriya OdiaThe Great Unwashed in Oriya OdiaMild in Oriya Odia