Home Oriya Odia Dictionary

Download Oriya Odia Dictionary APP

Bullheadedness Oriya Odia Meaning

ଅନୁଚିତ ଜିଦ୍, ଅଯଥା ଅଳି, କଟାଳ, ଧୀଠ, ଧୀଠପଣ, ହଟ

Definition

କୌଣସି ବ୍ୟର୍ଥ କିମ୍ବା ଅନୁଚିତ କଥାବାର୍ତ୍ତାପାଇଁ ଆଗ୍ରହ
ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
ଅଭଦ୍ର ହେବାର ଅବସ୍ଥା ବା ଭାବ
ବ୍ୟର୍ଥ, ଖରାପ ବା

Example

ଶ୍ୟାମ ନିଜର ଗରିବ ବାପାଙ୍କ ନିକଟରେ ମୋଟର ସାଇକେଲ କିଣିବାପାଇଁ ଅଯଥା ହଟ କରୁଛି / ତାର କଟାଳ ନିକଟରେ ସମସ୍ତେ ହାରମାନିଲେ
ତାର ଅଭଦ୍ରତା ଦିନକୁ ଦିନ ବଢ଼ୁଅଛି
ପାକିସ୍ତାନ ଭାରତକୁ ଯୁଦ୍ଧପାଇଁ ଆହ୍ୱାନ କରିବା