Home Oriya Odia Dictionary

Download Oriya Odia Dictionary APP

Bunch Oriya Odia Meaning

ଗୁଚ୍ଛ, ଗୋଛା , ଗୋଟଳା ତିଆରି କରିବା, ଗୋଲ କରିବା, ଲେନ୍ଥା

Definition

ଏକ ସ୍ଥାନରେ ଏକତ୍ରୀତ ଏକପ୍ରକାରର ବହୁତ ବସ୍ତୁର ସମାହାର
ଗୋଟିଏ ଛୋଟ ଗଛ ଯେଉଁ ଡାଳଗୁଡ଼ିକ ମାଟିର ବହୁତ ପାଖରୁ ବାହାରି ଚାରିଆଡ଼କୁ ବିସ୍ତାରିତ ହୁଏ
ପାଖରେ ପାଖରେ ଉଠିଥିବା ବୁଦା ସମୂହ
କୌଣସି ଏକ

Example

ସୁରେଶ କାଠ ସମୁଦାୟରେ ନିଆଁ ଲଗାଇଦେଲା
ଏହି ଜଙ୍ଗଲରେ ବୁଦା ଅଧିକ ଅଛି
ଏହି ବୁଦାଳିଆ ଜଙ୍ଗଲ ପଛପଟେ ସନ୍ଥଜୀଙ୍କ କୁଡ଼ିଆ ଅଛି
ଚାବି ନେନ୍ଥାଟି କେଉଁଠି ହଜି ଯାଇଛି
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
ଦିଲ୍ଲୀରେ ଅଶୋକ ସ