Home Oriya Odia Dictionary

Download Oriya Odia Dictionary APP

Burial Oriya Odia Meaning

କବର, ସମାଧି

Definition

ସେହି ଚଉତରା ଯାହା ଖାଲ ଉପରେ ତିଆରି ହୋଇଥାଏ, ଯେଉଁଥିରେ ମୁସଲ୍‌ମାନ, ଖ୍ରୀଷ୍ଟିଆନଆଦିଙ୍କର ଶବ ଶୁଆଇ ରଖାଯାଇଥାଏ
ଯେଉଁ ଖାଲରେ ମୁସଲମାନ, ଖ୍ରୀଷ୍ଟିଆନ, ଇହୁଦୀମାନଙ୍କ ଶବ ରଖାଯାଏ ବା କବର ଦିଆଯାଏ
ଯୋଗ ସାଧନର ଚରମାବସ୍ଥା
ଯେଉଁ ସ୍ଥାନରେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ

Example

ସେ ପ୍ରତିଦିନ ସଂଧ୍ୟାରେ ନିଜ ମାଆଙ୍କ କବର ଉପରେ ମହମବତୀ ଜାଳିଥାଏ
ମହାନ ସୁଫୀ ସନ୍ଥଙ୍କୁ କବର ଦେବାପାଇଁ ଅସଂଖ୍ୟ ଲୋକମିଶି ତାଙ୍କର କବର ଖୋଳିଲେ
ସନ୍ଥ ସମାଧିରେ ଲୀନ ହୋଇଛନ୍ତି
ଇସଲାମ ଧର୍ମରେ ଶବକୁ ପୋତାଯାଏ
ରାଜଘାଟରେ ଗାନ୍ଧୀଜ