Home Oriya Odia Dictionary

Download Oriya Odia Dictionary APP

Burial Site Oriya Odia Meaning

କବର, ମଶାଣି, ଶବଦାହସ୍ଥାନ, ଶ୍ମଶାନ

Definition

ଯେଉଁ ସ୍ଥାନରେ ଶବର ଅନ୍ୟ୍ତେଷ୍ଟି କ୍ରିୟା କରାଯାଏ
ଯେଉଁ ସ୍ଥାନରେ ଶବ ଦାହ କରାଯାଇଥାଏ

Example

ତାନ୍ତ୍ରିକ ଶ୍ମଶାନରେ ସାଧନା କରୁଛି
ଆମ ଘର ପାଖରେ ଗୋଟିଏ ଶ୍ମଶାନ ଅଛି