Home Oriya Odia Dictionary

Download Oriya Odia Dictionary APP

Business Office Oriya Odia Meaning

ଅଫିସ, କାର୍ଯ୍ୟାଳୟ, ଦପ୍ତର

Definition

ଯେଉଁ ସ୍ଥାନରେ ବିଶେଷ ବ୍ୟାପାର ବା କାର୍ଯ୍ୟର ବ୍ୟବସ୍ଥା କରୁଥିବା କର୍ମଚାରୀମାନେ ବସି ସବୁ କାମ ନିୟମିତ ରୂପରେ କରନ୍ତି
କୌଣସି କାର୍ଯ୍ୟାଳୟରେ କାମକରୁଥିବା ଲୋକମାନେ

Example

ସେ ପ୍ରତିଦିନ ଠିକ୍‌ ସମୟରେ କାର୍ଯ୍ୟାଳୟକୁ ଯାଏ