Home Oriya Odia Dictionary

Download Oriya Odia Dictionary APP

Business Relationship Oriya Odia Meaning

ଆକାଉଣ୍ଟ, ଖାତା, ପାସବହି

Definition

ଆୟ ବ୍ୟୟଆଦିର ହିସାବ ଲେଖାଯାଉଥିବା ପୁସ୍ତକ
ଉପୋଭୋକ୍ତାଦ୍ୱାରା ବ୍ୟାଙ୍କରେ ଗଚ୍ଛିତ ପାଣ୍ଠିର ଲିଖିତ ହିସାବ ଯାହାକୁ ସେ ବାହାର କରିପାରେ
କ୍ରିକେଟ ଆଦି ଖେଳରେ ବ୍ୟାଟସମେନ୍ ଦ୍ବାରା କରାଯାଇଥିବା ପ୍ରଥମ ରନ୍ ବା ବେଟିଙ୍ଗ କରୁଥିବା ଟିମ୍‌ଆଡୁ କରାଯାଇଥିବା ପ୍ରଥମ ରନ୍

Example

ସେ ହିସାବଖାତା ଖୋଲି ଆୟ ବ୍ୟୟର ବିବରଣ ଦେଖୁଛି
ମୋ ପାସବୁକ୍‌ରେ‌ ମାତ୍ର ପାଞ୍ଚଶହ ଟଙ୍କା ଅଛି