Home Oriya Odia Dictionary

Download Oriya Odia Dictionary APP

Button Oriya Odia Meaning

ବଟନ, ବୋତାମ, ସ୍ବିଚ

Definition

ପିନ୍ଧିବାପାଇଁ ଲୁଗାରେ ଲଗାଯାଇଥିବା ଚେପଟା ଗୁଟିକା
ଯେଉଁ ପେଚକଣ୍ଟା ବା ସ୍ପ୍ରିଙ୍ଗ୍‌କୁ ଘୁରେଇବା ବା ଦବାଇବା କାମରେ ଲଗାଯାଏ
ଦଉଡ଼ି ଆଦିରେ ପଡ଼ୁଥିବା ମୋଡ଼ା
ବଳିବାର କ୍ରିୟା ବା ଭାବ
ଏକ ପ୍ରକାର ଜରିକାମର ପତଳା ତାର
ଯୋନିର ଉପରକୁ ଉଠିଥିବା ଅଂଶ

Example

ଆପଣଙ୍କ କୁର୍ତ୍ତାର ଗୋଟିଏ ବୋତାମ ଭାଙ୍ଗିଯାଇଛି
ସେ ମେସିନ୍‌ ଚଲେଇବାପାଇଁ ବୋତାମ ଦବେଇଲା
ଯେଉଁ ଦଉଡ଼ିରେ ଯେତେ ଘେରା ପଡ଼େ ତାହା ସେତେ ଟାଣ ହୁଏ
ରାମୁର କକା ଦଉଡ଼ା ବଳିବା କାମ କରୁଛନ୍ତି
ଶୀଲା ଓଢ଼ଣିରେ ବୋତାମ ଲଗାଉଛି
କାମୋତ୍ତେଜନାର