Home Oriya Odia Dictionary

Download Oriya Odia Dictionary APP

Byproduct Oriya Odia Meaning

ଉପଜାତ, ଉପୋତ୍ପାଦ

Definition

କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା
ପରିଣାମ ରୂପରେ ପ୍ରାପ୍ତ ହେଉଥିବା ଫଳ
କୌଣସି ବସ୍ତୁକୁ ତିଆରି କରିବା ସମୟରେ ତାସହ ଆପେଆପେ ତିଆରି ହୋଇଯାଉଥିବା ଅନ୍ୟ ପଦାର୍ଥ

Example

ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା
ମୋ ଭଲ କାମର ମୋତେ ଏହି ପ୍ରତିଫଳ ମିଳିଲା
ଭେସଲିନ ଏକ ଉପଜାତ