Home Oriya Odia Dictionary

Download Oriya Odia Dictionary APP

Calendar Oriya Odia Meaning

କ୍ୟାଲେଣ୍ଡର, ଦିନ ଦର୍ଶିକା

Definition

ଯେଉଁ ପତ୍ର ବା କାଗଜସମୂହରେ ବାର, ଦିନଆଦି ଲେଖା ହୋଇଥାଏ
ଜ୍ୟୋତିଷଶାସ୍ତ୍ର ଅନୁସାରେ କୌଣସି ବର୍ଷର ବାର,ତିଥି,ନକ୍ଷତ୍ର,ଯୋଗ ଏବଂ କରଣ ବିଷୟରେ ସବିସ୍ତାର ଲେଖା ରହିଥିବା ପୁସ୍ତିକା

Example

ନୂଆ ବର୍ଷର ଦିନପଞ୍ଜି ଆସିବାମାତ୍ରେ ହିଁ ଛୁଆମାନେ ସେଥିରୁ ଛୁଟି ଗଣିବା ଆରମ୍ଭ କରିଦିଅନ୍ତି
ପଣ୍ଡିତେ ପାଞ୍ଜି ଦେଖି ବିବାହ ଲଗ୍ନ ସ୍ଥିରକଲେ