Home Oriya Odia Dictionary

Download Oriya Odia Dictionary APP

Calming Oriya Odia Meaning

ଆତ୍ମାଶାନ୍ତି, ତୁଷ୍ଟିକରଣ, ସନ୍ତୁଷ୍ଟି

Definition

ଶାନ୍ତି ଦେବା ଲୋକ
ସନ୍ତୁଷ୍ଟ କରିବାର ପ୍ରକ୍ରିୟା

Example

ସ୍ୱାମୀଜୀଙ୍କର ଶାନ୍ତିପ୍ରଦ ପ୍ରବଚନ ଶୁଣି ମନ ସନ୍ତୁଷ୍ଟ ହେଲା
ସେମାନେ ପିତୃପୁରୁଷଙ୍କ ଆତ୍ମାଶାନ୍ତି ପାଇଁ ଗୟାରେ ପିଣ୍ଡଦାନ କରାଇଲେ