Home Oriya Odia Dictionary

Download Oriya Odia Dictionary APP

Calyx Oriya Odia Meaning

କଢି

Definition

ଫୁଟି ନଥିବା ଫୁଲ
ପଦ୍ମର ନାଡ଼ ଯାହା ଉପରେ ଫୁଲ ରହିଥାଏ
ଫୁଲ ବା କଢ଼ିର ବାହାରର ସବୁଜ ଭାଗ
ମରିଚ ଜାତୀୟ ଏକ ଗୋଲ ଫୁଲ
ଯେଉଁ ଲତାର ଗୋଲ ଫୁଲ ମସଲାରୂପରେ ବ୍ୟବହୃତ ହୁଏ

Example

କଢ଼ି ତୋଳୁଥିବାରୁ ମାଳି ପିଲାକୁ ଗାଳି ଦେଉଥିଲା
ମୃଣାଳ ପୋଲା ଏବଂ ନରମ
କଢ଼ି ଦଳ ବିଭିନ୍ନ ଆକାରର ହୁଏ
କବାବଚିନି ଖାଇବାକୁ କଡ଼ା
କୋରକର ମହକ ସାରା ବାତାବରଣରେ ଖେଳି ଯାଇଛି
କୃଷକ କବାବଚିନିରେ ଜଳସେଚନ କରୁଛି