Home Oriya Odia Dictionary

Download Oriya Odia Dictionary APP

Cancer The Crab Oriya Odia Meaning

କର୍କଟ, କର୍କଟରାଶି

Definition

ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ଚତୁର୍ଥରାଶି ଯେଉଁଥିରେ ପୁନର୍ବସୁର ଶେଷପାଦ, ପୁଷ୍ୟା ତଥା ଅଶ୍ଲେଷା ଅଛନ୍ତି
ପାଣିରେ ରହୁଥିବା ଗୋଟିଏ ଛୋଟ ଜନ୍ତୁ ଯାହାର ଆଠଟି ପାଦ ଏବଂ ଦୁଇଟି ପଞ୍ଝା ଅଛି

Example

କର୍କଟ ରାଶିର ଚିହ୍ନ କଙ୍କଡ଼ା
ବର୍ଷା ସମୟରେ କଙ୍କଡ଼ା ଯେକୌଣସି ଜାଗାରେ ବୁଲୁଥିବାର ଦେଖିବାକୁ ମିଳେ