Home Oriya Odia Dictionary

Download Oriya Odia Dictionary APP

Candidate Oriya Odia Meaning

ପ୍ରାର୍ଥୀ

Definition

ପ୍ରାର୍ଥନା ବା ଆବେଦନ କରିବା ବ୍ୟକ୍ତି
କୌଣସି ପଦପାଇଁ ଆବେଦନ କରିଥିବା ବ୍ୟକ୍ତି
କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି
ଯେ ଆଶା କରନ୍ତି
ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି

Example

ପ୍ରାର୍ଥୀ କର୍ମଚାରୀମାନଙ୍କ ଦରଖାସ୍ତଗୁଡ଼ିକ ଉପରେ ଆଜି ବିଚାର କରାଯିବ
ଆଜି ପଦ ଆବେଦନକାରୀଙ୍କ ଆବେଦନ ଉପରେ ବିଚାର ବିମର୍ଶ ହେବ
ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି