Home Oriya Odia Dictionary

Download Oriya Odia Dictionary APP

Canto Oriya Odia Meaning

କାଣ୍ଡ

Definition

ବୃକ୍ଷର ଯେଉଁ ତଳ ଅଂଶରେ ଡାଳ ନଥାଏ
ଗଛଆଦିର କାଣ୍ଡରେ ଏଣେତେଣେ ବାହାରିଥିବା ଅଙ୍ଗ
ସେହିସ୍ଥାନ ଯେଉଁଠାରେ କେହିନଥାନ୍ତି
ନୌକା ଚଳେଇବା କାଠ
ଧାତୁଆଦିରେ ବନା ହୋଇଥିବା ଏକ ପତଳା ଲମ୍ବା ହତିଆର ଯାହା ଧନୁଦ୍ୱାରା ଚଳାଯାଇଥାଏ
ନଦୀ, ଜଳାଶ

Example

ଏହି ଗଛର ଗଣ୍ଡି ବହୁତ ସରୁ
ନାଉରିଆ ଆହୁଲାଦ୍ୱାରା ନାଆ ଚଳାଉଛି
ବାଣ ବାଜିବାରୁ ପକ୍ଷୀଟି ଛଟପଟ ହେବାକୁ ଲାଗିଲା
ଜଳ ହିଁ ଜୀବନର ଆଧାର
ଏହି ମକଦ୍ଦମା ନ୍ୟାୟଳୟର ବିଚାରଧୀନ ଅଛି
ଚାବି ନେନ୍ଥାଟି କେଉଁଠି ହଜି ଯାଇଛି
ଖେତରେ ମଞ୍ଚା ଶରଗଛରେ ଛପର ହୋଇଛି
ରାମାୟଣରେ ସାତଟି କାଣ୍ଡ ଅଛି
ମଞ୍ଜୁ ଖୋସାମତି କରି