Home Oriya Odia Dictionary

Download Oriya Odia Dictionary APP

Caoutchouc Tree Oriya Odia Meaning

ରବର

Definition

ବରଗଛ ଜାତିର ଏକ ଗଛ
ରବର ଘଛର କ୍ଷୀରକୁ ଶୁଖେଇ ତିଆରି କରାଯାଉଥିବା ଏକ ଅଠାଳିଆ ପଦାର୍ଥ
ରବରର ଯେଉଁ ଖଣ୍ଡରେ ପେନସିଲଆଦିର ଲେଖା ଲିଭାଯାଏ

Example

ରବର ଗଛରୁ କ୍ଷୀର ଭଳି ଏକ ଧଳାପଦାର୍ଥ ବାହାରିଥାଏ ଯାହାକୁ ଶୁଖେଇ ରବର ତିଆରି କରାଯାଏ
ବିଭିନ୍ନ ବସ୍ତୁ ତିଆରି କରିବାପାଇଁ ରବରର ଉପଯୋଗ ହୁଏ
ଭୁଲ୍‌ ଉତ୍ତରକୁ ରବରରେ ଲିଭେଇ ଠିକ ଉତ୍ତର ଲେଖ