Home Oriya Odia Dictionary

Download Oriya Odia Dictionary APP

Capitalist Oriya Odia Meaning

ପୁଞ୍ଜିବାଦୀ

Definition

ପଇସା ଦେବାନେବା କରିବା ବ୍ୟକ୍ତି
ଯେଉଁ ବ୍ୟକ୍ତି ପାଖରେ ପୁଞ୍ଜି ଥାଏ ବା ଯେ କୌଣସି କାର୍ଯ୍ୟ ବା ଉଦ୍ୟୋଗପାଇଁ ନିଜର ପୁଞ୍ଜି ବିନିଯୋଗ କରେ

ଯେ ପୁଞ୍ଜିବାଦକୁ ସମର୍ଥନ କରେ

Example

ମତେ ସାହୁକାରର ଋଣ ଶୁଝିବାକୁ ହେବ
ଅମ୍ବାନୀ ଜଣେ ବହୁତ ବଡ଼ ପୁଞ୍ଜିପତି

କେତେକ ଦଳକୁ ପୁଞ୍ଜିବାଦୀମନେହିଁ ଚଳାନ୍ତି