Home Oriya Odia Dictionary

Download Oriya Odia Dictionary APP

Cards Oriya Odia Meaning

ତାସ

Definition

ସୁନେଲି ଓ ରୂପେଲି ରଙ୍ଗର ତାର ଦେଇ ବୁଣା ହୋଇଥିବା ଏକ ବସ୍ତ୍ର
ଖେଳିବା ନିମନ୍ତେ ମୋଟା କାଗଜର ଚାରିକୋଣିଆ ଛାପା ଖଣ୍ଡ, ଯାହା ଉପରେ ରଙ୍ଗର ଚିତ୍ର ବା ମୂର୍ତ୍ତି ତିଆରି ହୋଇଥାଏ
ତାସର ପତାରେ ଖେଳା ଯାଉଥିବା ଖେଳ

Example

ବାହାଘରରେ ସୀତା ଜରୀ ଶାଢ଼ୀ ପିନ୍ଧିଥିଲା
କିଛି ଲୋକ ବଗିଚାରେ ତାସ ଖେଳୁଛନ୍ତି