Home Oriya Odia Dictionary

Download Oriya Odia Dictionary APP

Carping Oriya Odia Meaning

ଛିଦ୍ରାନ୍ବେଷଣ, ଦୋଷଦେଖା

Definition

ପରର ଦୋଷ ଖୋଜିବା ଲୋକ
ଅଯଥାରେ ଦୋଷ ବା ଛିଦ୍ର ବାହାର କରିବା କ୍ରିୟା
ଛିଦ୍ର ବା ଦୋଷ ବାହାରକରିବା ବାଲା ବ୍ୟକ୍ତି

Example

ଛିଦ୍ରାନ୍ୱେଷୀ ନିଜର ଭୁଲ୍‌କୁ ନଗଣ୍ୟ ମନେ କରେ
କେହିକେହି ଅନ୍ୟର ଦୋଷଦେଖା ଅଭ୍ୟାସରେ ପଡ଼ିଯାଆନ୍ତି
ଛିଦ୍ରାନ୍ୱେଷକଙ୍କ ଆଖିରେ ଛୋଟଛୋଟ ଭୁଲ୍ ମଧ୍ୟ ଲୁଚିପାରିବ ନାହିଁ