Home Oriya Odia Dictionary

Download Oriya Odia Dictionary APP

Carving Oriya Odia Meaning

ଶିଳ୍ପକଳା

Definition

ଧାତୁ, ପଥର, କାଠଆଦି ଉପରେ ଖୋଦନକରି ଅଙ୍କିତ କରିବାର କଳା
ଧାତୁ, ପଥର, କାଠଆଦି ଉପରେ ଖୋଦନକରି ବନାଯାଉଥିବା ଅଙ୍କିତ ଚିତ୍ର
ଧାତୁ,ପଥର, କାଠ ଆଦିରେ ଖୋଦେଇକରି କମକୁଟ ଆଦି କରିବାର କାମ
ପଥର,କାଠ, ହାତୀଦାନ୍ତ ଆଦିକୁ କାଟି ଛୋଟ କରି ତିଆରି ହେଉଥିବା ମୂର୍ତ୍

Example

ବଢ଼େଇ ନିଜ ପୁଅକୁ କାରୁକାର୍ଯ୍ୟ ଶିଖାଉଛି
ଏହି ଚେୟାରର କାରୁକାର୍ଯ୍ୟ ବହୁତ ସୁନ୍ଦର
ଏହି ମୂର୍ତ୍ତିକାର ବହୁତ ସୁନ୍ଦର କାରୁକାର୍ଯ୍ୟ କରନ୍ତି
ମନ୍ଦିରର ସ୍ତମ୍ବରେ ଖୋଦେଇ ହୋଇଥିବା ଅଙ୍କିତମୂର୍ତ୍ତି ମନ୍ଦିରର ସମ୍ପତ୍ତି
ଏହି ଶିଳ୍ପକ