Home Oriya Odia Dictionary

Download Oriya Odia Dictionary APP

Cashew Nut Oriya Odia Meaning

କାଜୁ

Definition

ଶରୀରର ପୁଷ୍ଟି ବର୍ଦ୍ଧନପାଇଁ ବ୍ୟବହୃତ ଗୋଟିଏ ଶୁଖିଲା ଫଳ
ଯେଉଁ ଚିରହରିତ ଗଛର ଫଳକୁ ଶୁଖିଲାଫଳଗୁଡ଼ିକମଧ୍ୟରେ ଗଣାଯାଏ
କାଜୁ ଫଳର ମଞ୍ଜି

Example

ସେ ପୁଷ୍ଟ ହେବାପାଇଁ ପ୍ରତିଦିନ କାଜୁ, କିସମିସ ଇତ୍ୟାଦି ଖାଉଛି
ମାଙ୍କଡ଼ଟିଏ ବସି କାଜୁ ଡାଳକୁ ହଲାଉଛି
ସେ କାଜୁ ଭାଙ୍ଗି ଖାଉଛି