Home Oriya Odia Dictionary

Download Oriya Odia Dictionary APP

Casket Oriya Odia Meaning

କଫିନ୍‌, ଶବପେଟି, ଶବାଧାର

Definition

ଯେଉଁ ସିନ୍ଦୁକରେ ଶବ ରଖି ଗାଡ଼ିରେ ନିଆଯାଏ
ଛୋଟ ଡବା
ଶୃଙ୍ଗାର ସମ୍ବନ୍ଧୀୟ ବସ୍ତୁ ରଖିବାର ପାତ୍ର
ବଳଦ ଶିଙ୍ଘରେ ପିନ୍ଧା ଯାଉଥିବା ଧାତୁ ନିର୍ମିତ ଗୋଟିଏ ଆଭୂଷଣ
ଏକ ପ୍ରକାରର ପାତ୍ର
ଏକ ପ୍ରକାର ପାତ୍ର
ଡବାଭଳି ଏକ ଢାଙ୍କୁଣୀଯୁକ୍ତ ପାତ୍ର

Example

ସେ ଡବାରୁ ଜର୍ଦା ବାହାରକଲା ଓ ପାଟିରେ ପକାଇଲା
ଶୀଲାର ଶୃଙ୍ଗାରବାକ୍ସ କ୍ରିମ, ପାଉଡର, ଅତର ଆଦିରେ ଭର୍ତ୍ତି ହୋଇଛି
ରାମୁର ବଳଦ ଶିଙ୍ଘରେ ସିଙ୍ଗୌଟି ଶୋଭା ପାଉଛି
ସିଙ୍ଗୌଟୀ ଶିଙ୍ଗରେ ତିଆରି ହୁଏ
ବଣିଆ କାଚ ପେଡ଼ିରେ କେତେକ ବହୁମୂଲ୍ୟ ରତ୍ନ ରଖିଛି