Home Oriya Odia Dictionary

Download Oriya Odia Dictionary APP

Cast Aside Oriya Odia Meaning

ପକେଇବା, ଫୋପାଡିବା

Definition

ଟାଳିବା ପାଇଁ ବାହାନା ବନାଇବା କିମ୍ବା ଏପାଖ ସେପାଖ କଥାକହି କାହାକୁ ହଟାଇବା
କୌଣସି କାମ ସମୟ ଆଗରୁ କରିଦେବା କିମ୍ବା ସ୍ଥଗିତ କରିବା
ହଲେଇବା
କାହାରିକୁ ଆସ୍ତେଆସ୍ତେ ଯିବାରେ ପ୍ରବୃତ୍ତ କରିବା

Example

ସେ ମୋର ପଇସା ଫେରାଉନାହିଁ, କେବଳ ଆଜିକାଲି କହି କଥା ଟାଳୁଛି
ଅଧ୍ୟକ୍ଷ ଚାରିଦିନପାଇଁ ବୈଠକକୁ ସ୍ଥଗିତ ରଖିଲେ
ଶ୍ୟାମ ଫଳ ତୋଳିବା ପାଇଁ ଗଛକୁ ଦୋହଲାଉଛି
ବୁଢାବାପାଙ୍କ ଖଟକୁ ପୁଅ ଖରାକୁ ଘୁଞ୍ଚେଇଲା