Home Oriya Odia Dictionary

Download Oriya Odia Dictionary APP

Catamenia Oriya Odia Meaning

ଋତୁସ୍ରାବ, ମାସିକ ଧର୍ମ, ମାସିକିଆ, ମେନସ

Definition

କୌଣସି ଦିନରୁ ଆରମ୍ଭକରି ତିରିଶ ଦିନର ସମୟ
ବର୍ଷର ବାରଭାଗ କାଳବିଭାଗରୁ ପ୍ରାୟ ତିରିଶ ଦିନର ସମୟ ଏବଂ ଯାହାର କିଛି ନିଶ୍ଚିତ ନାମ ରହିଛି
ସ୍ତ୍ରୀମାନଙ୍କ ଗର୍ଭାଶୟରୁ ଯୌବନାରମ୍ଭରେ ଆରମ୍ଭ ହୋଇ ରଜୋନିବୃତ୍ତି ପର୍ଯ୍ୟନ୍ତ ପ୍ରତ୍ୟେକ ମାସରେ

Example

ଏକ ମାସରେ ଏହି କାର୍ଯ୍ୟ ହୋଇପାରିବ
ସେ ଆସନ୍ତା ମାସ ବାର ତାରିଖକୁ ଆସିବ
ଋତୁସ୍ରାବ ସମୟରେ ସ୍ତ୍ରୀମାନଙ୍କୁ ବିଶେଷ ସାବଧାନ ଅବଲମ୍ବନ କରିବା ଉଚିତ
ଅରୁଣଙ୍କୁ ମାସିକ ବେତନ ଦଶ ହଜାର ମିଳୁଛି